କୋମନାରେ ଏକକ ପ୍ଲାଷ୍ଟିକ ମୁକ୍ତ ପାଇଁ ଜନ ଆନ୍ଦୋଳନ

ନୂଆପଡା ୧୬ ୮ ଜିଲ୍ଲା ଖବର ସ୍ୱଚ୍ଛ ଏବଂ ସବୁଜ ନୂଆପଡ଼ା ଜିଲ୍ଲା ଗଠନ ପାଇଁ ଜିଲ୍ଲାପାଳ ମଧୁସୂଦନ ଦାସ ଏକକ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଯାହା ଏକ ଜନ ଆନ୍ଦୋଳନର…

ରାସନ୍ କାର୍ଡ ହିତାଧିକାରୀଙ୍କ କେୱସି କରିବାରେ ଉଚିତ୍ କାର୍ଯ୍ୟକାରୀ କରା ନ ଯାଉଥିବା ହିତାଧିକାରୀଙ୍କ ଅଭିଯୋଗ।

ତୁରେକେଲା,୧୪/୦୮ଜିଲ୍ଳା ଖବର(କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ର ହିତାଧିକାରୀ ମାନେ ଅନେକ ବିଷୟରେ ଅଭିଯୋଗ ଜଣାଇଛନ୍ତି ଯେ, ଆମ ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ର ରାସନ୍ କାର୍ଡ…

ନୂଆଁଖାଇ ପର୍ବ ପାଳନ ନେଇ ଆଦେଶ, ମାଁ ଠାକୁରାଣୀ ମନ୍ଦିର ରୁ ଧାନ ଖେଡ ପହଞ୍ଚି ସମସ୍ତ ଙ୍କ ଦ୍ଵାରା ମୁହଁରେ ବନ୍ଧା

ନୂଆପଡା ତା:୧୨.୦୮.ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ପୁରପଲ୍ଲୀ ସହ ସମଗ୍ର ପଶ୍ଚିମ ଓଡ଼ିଶା ରେ ପାଳିତ ହେବାକୁ ଥିବା ଗଣ ପର୍ବ ନୂଆଁଖାଇ ପାଳନ ନେଇ ସଜବାଜ ପାଇଁ ଆଦେଶ ପହଞ୍ଚିଅଛି। ମାଁ ଠାକୁରାଣୀ ମନ୍ଦିର ରୁ ଧାନ ଖେଡ ଘର…

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବଲାଙ୍ଗୀର :-07/08:- ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ଅବଧୂତ ସାହୁଙ୍କ 72 ବର୍ଷ ବୟସରେ ପରଲୋକ ହୋଇଛନ୍ତି ! ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ ! ସେ ଜଣେ ଅଲେଖ ମହିମା ଧର୍ମାବଲମ୍ବି,…

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡିଶା ପୂର୍ବ ଓ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ କଣ୍ଟାବାଞ୍ଜି ତରଫରୁ ଏକ ସଭା ଆହୋଜନ ହୋଇଯାଇଛି।

କଣ୍ଟାବାଞ୍ଜି,୦୭/୦୮ ଜିଲ୍ଳା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଅନ୍ତର୍ଗତ ଓମ୍ କାର ଭବନ ଠାରେ ଆଜି “ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡିଶା ପୂର୍ବ ଓ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ କଣ୍ଟାବାଞ୍ଜି ତରଫରୁ ଆଜି ଏକ ଭକ୍ତି…

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଅନ୍ତୋଦୟ ରାସନ୍ କାର୍ଡ,ହେଲେ ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ମିଳୁଛି ଅନ୍ତୋଦୟ ରାସନ୍ କାର୍ଡ।

ତୁରେକେଲା,୭.୮. ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକର ନିଃସହାୟ ବିଧବା, ନିଃସନ୍ତାନି ଯାହାର କି ଆଗେ ପଛେ କେହି ନାହିଁ ଏଭଳି ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଅନ୍ତୋଦୟ ରାସନ୍ କାର୍ଡ ହେଲେ…

ବଡଡକଲା ଗ୍ରାମ ରେ ପାଣିର ସମସ୍ୟା,ପାଣି ବୁନ୍ଦାଏ ପାଇଁ ଅନ୍ତ ସନ୍ତ।

ତୁରେକେଲା,( ଜିଲ୍ଳା ଖବର) ୦୫/୦୮ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡଡକଲା ଗ୍ରାମ ପଞ୍ଚାୟତ ସମ୍ମୁଖରେ ଏକ ଟିୱଲ ଖରାପ ହେତୁ ଉକ୍ତ ଗାଁର ପଡୋଶି ପାଣି ବୁନ୍ଦାଏ ପାଇଁ ଅନ୍ତ ସନ୍ତ ହେଉଥିବା ପଡୋଶି…

ସରସ୍ବତୀ ଶିଶୁ ମନ୍ଦିର , ତୁକଲା ରେ ଆମେ କୁନି ବିଜ୍ଞାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା ୨ ୮ ଜିଲ୍ଲା ଖବର ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ର ସରସ୍ଵତୀ ଶିଶୁ ମନ୍ଦିର ତୁକଲା ଠାରେ ଶନିବାର ଦିନ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତି…

ପରୀକ୍ଷିତ ଟାଇଗର ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଅ ସମ୍ୱର୍ଦ୍ଧନା

ନୂଆପଡା ୨ ୮ ଜିଲ୍ଲା ଖବର ନୂଆପଡା ଜ଼ିଲ୍ଲା ଖଡ଼ିଆଳ ସ୍ଥିତ ପରୀକ୍ଷିତ ଟାଇଗର ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଜି ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଅ ସମ୍ୱର୍ଦ୍ଧନା ଦିଆଯାଇଥିଲା, ଏ ଅବସରରେ କଲେଜ…

ଚୁମକୀ ମିର୍ଦ୍ଧାଙ୍କୁ ପାଟଣାଗଡ଼ରେ ଭବ୍ୟ ସ୍ୱାଗତଂ

ବଲାଙ୍ଗିର :-01/08 -ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆଁ ଗ୍ରାମ ପଞ୍ଚାୟତ ଝୁଲେନବର ଗାଁର ଝିଅ କୁମାରୀ ଚୁମକୀ ମିର୍ଦ୍ଧା ଭାରତୀୟ ସୀମା ସୁରକ୍ଷା ବଳରେ ନିଯୁକ୍ତି ପାଇ ଆଜି ଅଞ୍ଚଳ ପାଇଁ ଗର୍ବ ଆଣି ଦେଇଛନ୍ତି | ଅତି ଗରିବ…

error: Content is protected !!