କୋଦୋମେରି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଓ ସଫେଇ ସ୍ବଚ୍ଛତା ଅଭିଯାନ।

ନୂଆପଡ଼ା -୧୩/୭ ( ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )କୋଦୋମେରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ଓ ବୃକ୍ଷ ରୋପଣ ଓ ସଫେଇ ସ୍ବଚ୍ଛତା କାର୍ୟ୍ଯ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ପରିଚାଳନା ସମିତିର ସଭ୍ୟ/ସଭ୍ୟା, ଓ ଶିକ୍ଷକ…

ଅସହାୟକୁ ସାହାଯ୍ୟ କଲେ ବ୍ଲକ ଉପାଧ୍ଯକ୍ଷ ଗୌତମ ତାଣ୍ଡି

ଖଡ଼ିଆଳ 13.7.(ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )..ମନୁଷ୍ୟର ମାନବିକତା ବର୍ତମାନ ବି ବଜାୟ ରହିଛି। ଅସହାୟକୁ ସହାୟତା କରିବା, ଦୁଖୀ ଦରିଦ୍ରଙ୍କୁ ଅର୍ଣ୍ଣଦେବା, ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ପାରୁନଥିବା ଲୋକଙ୍କୁ ଚିକିତ୍ସା ପାଇଁ ପଠାଇବା ଭଳି ମହତ କାମ…

ଦୀର୍ଘଦିନ ହେବ ନାଗପଡା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ବନ୍ଦ, ରୋଗି ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ,,

ନୂଆପଡା.୧୩.୭. (ଜିଲ୍ଲା ଖବର.ଓମ ପ୍ରକାଶ ଚୌଧୁରୀ) ରାଜ୍ୟ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ କରି ରୋଗିଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ପ୍ରତେକ ଗ୍ରାମପଞ୍ଚାୟତ ରେ ଗୋଟିଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲିଛନ୍ତି, ଓ ଉଚିତ ଚିକିତ୍ସା ଯୋଗାଇ ଦେଉଥିବାବେଳେ…

ଝୁଲେନବର ଠାରୁ ବ୍ରାହ୍ମଣୀଗୁଡା ରାସ୍ତା ବେହାଲ, ବିପର୍ଯ୍ୟସ୍ତ ରାସ୍ତା ପାଇଁ ଲୋକେ ହଟହଟା। ବିନା ସୂଚନା ଫଳକରେ କାର୍ଯ୍ୟ, ଠିକାଦାର ପୋଷାନୀତି ରେ ଚାଳିଛି ଉନ୍ନୟନ ମୂଳକ କାର୍ଯ୍ୟ।

ନୂଆପଡା ୧୩.୭.(ଜିଲ୍ଲା ଖବର..ଓମ ପ୍ରକାଶ ଚୌଧୁରୀ) ଗ୍ରାମାଞ୍ଚଳ ର ବିକାଶ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ହେଲେ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାର୍ଯ୍ୟ କରାଯାଇ ଥିବାରୁ ଲୋକେ ନାହିଁ ନ…

ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଚଳିତ ବର୍ଷର ବର୍ଷା ସାହିତ୍ଯ ଆସର ଶ୍ରାବଣୀ ଅନୁଷ୍ଠିତ ହୋଇଛି

ନୂଆପଡା ତା:୧୨.୦୭.(ଜିଲ୍ଲା ଖବର)(ଓମ ପ୍ରକାଶ ଚୌଧୁରୀ) ସିନାପାଲି ଉଚ୍ଚ ବିଦ୍ଯାଳୟ ପରିସରରେ ଗଙ୍ଗାଧର ସାରସ୍ୱତ ସମିତିର ବରିଷ୍ଠ ସଦସ୍ଯ ରବୀନ୍ଦ୍ରନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ଶ୍ରାବଣୀ ଅନୁଷ୍ଠିତ। ସିନାପାଲି ପ୍ରେସ କ୍ଲବ ସଭାପତି ଅଜିତ ଯୋଷୀ, ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ମେହେର ଓ…

ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ୭୬ତମ ବନ୍ ମହୋତ୍ସବ ୨୦୨୫ ପାଳିତ

ନୂଆପଡା ତା:୧୨.୦୭. (ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ୭୬ତମ ବନ୍ ମହୋତ୍ସବ ୨୦୨୫ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…

ମହୁଲଭଟା ଗାଁରେ ପାନୀୟ ଜଳ ସମସ୍ୟା, ୩ ମାସରୁ ଉର୍ଦ୍ଧ୍ବ ହେବ ପାନୀୟ ଜଳ ଯୋଗାଣ ବନ୍ଦ,ନଳକୂଅରୁ ବାହାରୁଛି ଗୋଳିଆ ପାଣି

ନୂଆପଡା,୧୨/୦୭(ଜିଲ୍ଲା ଖବର)(ଓମ ପ୍ରକାଶ ଚୌଧୁରୀ)ଲୋକଙ୍କ ପାନୀୟ ଜଳ ନିମନ୍ତେ ସରକାର ଅନେକ ପ୍ରକାର ଯୋଜନା ମାଧ୍ୟମରେ ସ୍ବଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ହେଲେ କୋମନା ବ୍ଲକ ମହୁଲଭଟା ଗ୍ରାମର ଲୋକେ ଏତେ ବ୍ୟବସ୍ଥା ମଧ୍ୟରେ ନଳକୂଅର ଗୋଳିଆ…

ୱଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ସ୍କୁଲ ଖରିଆର ରେ ବନ ମହୋତ୍ସବ ମହା ସମାରୋହରେ ପାଳିତ l

ନୂଆପଡା ତା ୧୨-୦୭-(ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ୱେଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ପବ୍ଲିକ ସ୍କୁଲ ପରିସରରେ ବନମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l ଏହି ମହୋତ୍ସବରେ ସ୍କୁଲ ର ନିର୍ଦ୍ଦେଶିକା ଶ୍ରୀମତୀ ସ୍ନିଗ୍ଧା…

କରଙ୍ଗାଭଟା ବିଦ୍ୟାଳୟ ଛାତରୁ ଝରୁଛି ବର୍ଷା ପାଣି,ବିପଦରେ ଛାତ୍ରଛାତ୍ରି

ନୂଆପଡା,୧୧/୦୭ (ଜିଲ୍ଲା ଖବର):(ଓମ ପ୍ରକାଶ ଚୌଧୁରୀ)..ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କରଙ୍ଗାଭଟା ପ୍ରାଥମିକ ବିଦ୍ୟାଳୟ କୋଠା ଛାତରୁ ବର୍ଷା ପାଣି ପ୍ରବଳ ମାତ୍ରାରେ ଝରୁଥ‌ିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଯାହାଦ୍ବାରା କୁନି କୁନି ଛାତ୍ରଛାତ୍ରୀ ଓଦା ସରସର…

ପେଣ୍ଡରାବନ୍ଧ ପୋଳ ଉପରେ ବଡ଼ ବଡ଼ ଖାଳଖମା,ଚିନ୍ନାରେ ଯାତ୍ରୀ

ନୂଆପଡା,୧୨/୦୭(ଜିଲ୍ଲା ଖବର):(ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ପେଣ୍ଡରାବନ୍ଧ ପୋଳ ର ଉପରି ଭାଗ ସମ୍ପୂର୍ଣ୍ଣ ଖାଳଖମା ହୋଇ ମରଣଜନ୍ମା ପାଲଟିଛି । ଉକ୍ତ ସ୍ଥାନରେ ଜାତୀୟ ରାଜପଥ ବିଭାଗ ବିଗତ ସମୟରେ ନିମ୍ନ ମାନର ପୋଳ ନିର୍ମାଣ କରିବାରୁ ବିଭିନ୍ନ…

error: Content is protected !!