ଚାରପାଣି ଗାଁ ବସ୍ତି ରାସ୍ତା ପାଣି କାଦୁଅରେ ପଚ୍ ପଚ୍,ଲୋକେ ଯିବାଆସିବା ରେ ଅସୁବିଧା ର ସମ୍ମୁଖୀନ।

ତୁରେକେଲା, ୨୪.୭.ଜିଲ୍ଲା ଖବର୍(କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାରପାଣି ଗାଁ ବସ୍ତି ରାସ୍ତା ପାଣି କାଦୁଅରେ ପଚ୍ ପଚ୍ ଗାଁ ଲୋକେ ଯିବାଆସିବା ରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।ଏନେଇ ଗାଁ ଲୋକେ…

ନେସନାଲ ମହାବିଦ୍ୟାଳୟରେ ଅନ୍ତଃ ଅଭିଯୋଗ କମିଟି ର ଏକ ଦିବସୀୟ କର୍ମଶାଳା

ନୂଆପଡା ତା:୨୪.୦୭.( ଜିଲ୍ଲା ଖବର) ନେସନାଲ ମହାବିଦ୍ୟାଳୟ ରେ ସରକାର ଙ୍କ ଚିଠି ନମ୍ବର ୩୮୦୭୦ ଅନୁଯାୟୀ ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନ୍ତଃ ଅଭିଯୋଗ କମିଟି ତରଫରୁ ଏକ ଦିବସୀୟ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।ଯୌନ…

ମେନ୍ ଲାଇନ୍ ତାର୍ ଉପରେ ଏକ ରାସ୍ତା କଡ଼ର ଗୋହିରା ବୃକ୍ଷ ପଶିଯାଇଥିବାରୁ ଛଅ ଗୋଟି ଖମ୍ବ ଭାଙ୍ଗି ପଡିଛି।

ତୁରେକେଲା ୨୪.୭ (ଜିଲ୍ଲା ଖବର)(କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ +3 ମହାବିଦ୍ୟାଳୟ ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଛଅ ଗୋଟି ଇଲେକ୍ଟ୍ରି ପୁଲ ଭାଙ୍ଗିପଡିଛି।ଏହି ମେନ୍ ଲାଇନ୍ ତୁରେକେଲା ରୁ ପ୍ରାୟ ପଚାଶ ଗୋଟି ଗାଁଆକୁ ସ°ଯୋଗ…

ନୂଆପଡ଼ା ଜିଲ୍ଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ରେ ଚିକିତ୍ସା ଆରମ୍ଭ, ଆଜି ଅନ୍ତିମ ଦିବସ ରେ କଟକ ରୁ ୬ ଜଣ ସୁପର ବିଶେଷଜ୍ଞ ଡାକ୍ତରୀ ଦଳ ଯୋଗଦାନ

ନୂଆପଡା ତା:୨୪.୦୭. ( ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ରେ ଚିକିତ୍ସା ଆରମ୍ଭ ହୋଇଥିଲା। ଦୀର୍ଘ ୪ ଦିନ ବ୍ୟାପୀ ଡାକ୍ତରୀ ଦଳ ଆସି ଚିକିତ୍ସା କରିଥିବା ବେଳେ ଜିଲ୍ଲାବାସୀ କଟକ ମେଡିକାଲ…

ୱଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ସ୍କୁଲ ଖରିଆର ରେ ଜୋନାଲ ସ୍ତରୀୟ ସି.ଆ.ଏସ.ସି.ଇ. ଖୋ – ଖୋ ପ୍ରତିଯୋଗିତା ଉଦଯାପିତl

ନୂଆପଡା ୨୨-୦୭ଜିଲ୍ଲା ଖବର )ନୂଆପଡା ଜିଲ୍ଲା( ଆଜି ଖଡ଼ିଆଳ ସ୍ଥିତ ୱେଷ୍ଟର୍ନ ଓଡ଼ିଶା ରେଶିଡେନ୍ସିଆଲ ପବ୍ଲିକ ସ୍କୁଲ , ଖଡ଼ିଆଳ ଖେଳପଡିଆ ରେ ସି.ଆ.ଏସ.ସି.ଇ ଜୋନାଲ ସ୍ତରୀୟ ଖୋ – ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ U-14,U-17 ବାଳକ…

ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଛକ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷ ରୁ କୁଶ ପୁତ୍ତଳିକା ଦାହ, ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ନାରୀଙ୍କୁ ଦୂର୍ଷ୍କମ୍ ଅଭିଯୋଗ ବିରୁଦ୍ଧ ରେ ବିକ୍ଷୋଭ ପ୍ରଦର୍ଶନ,

ନୂଆପଡା ତା:୨୧.୦୭.(ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଛକ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷ ରୁ କୁଶ ପୁତ୍ତଳିକା ଦାହ କରିଛନ୍ତି। ବିଶେଷ କରି ରାହୁଲ ଗାନ୍ଧୀ ଏବଂ ରାଜ୍ୟ ସଭାପତି ଭକ୍ତ ଚରଣ ଦାଶ ଙ୍କ କୁଶ…

ବାୟୁ ସ୍ବାସ୍ଥ୍ୟ ସେବା ନୂଆପଡ଼ା ଜିଲ୍ଲା ରେ ଆରମ୍ଭ, ୪ ଦିନ ବ୍ୟାପୀ ସୁପର ବିଶେଷଜ୍ଞ ଦଳ ଦ୍ବାରା ଚିକିତ୍ସିତ ହେବେ ଜିଲ୍ଲାବାସୀ

ନୂଆପଡା ତା:୨୧.୦୭.(ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ନୂଆପଡ଼ା ଜିଲ୍ଲା ରେ ଆରମ୍ଭ, ୪ ଦିନ ବ୍ୟାପୀ ସୁପର ବିଶେଷଜ୍ଞ ଦଳ ଦ୍ବାରା ଚିକିତ୍ସିତ ହେବେ ଜିଲ୍ଲାବାସୀ। ୬ ଜଣ ଡାକ୍ତରୀ ଦଳ ଆଜି ସକାଳ…

ନୂଆପଡ଼ା ରେ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା l

ନୂଆପଡ଼ା, ତା ୨୦.୭. (ଜିଲ୍ଲା ଖବର)ଇନଡୋର ଷ୍ଟାଡିୟମ ନୂଆପଡ଼ା ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ ସମବାୟ ବିଭାଗ, ଓଡ଼ିଶା ସରକାର , ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା…

ନୂଆପଡ଼ା ସିନାପାଲି ବ୍ଲକ୍ ତିନି ଗୋଟି ହାଇସ୍କୁଲ୍ ରୂପାନ୍ତର କରି ଯୁକ୍ତ ଦୁଇ କଲେଜ୍ ମାନ୍ୟତା

ନୂଆପଡା ତା:୨୦.୦୭. ନୂଆପଡ଼ା ସିନାପାଲି ବ୍ଲକ୍ ର ଅନ୍ୟ ତିନି ଗୋଟି ହାଇସ୍କୁଲ୍ ରୂପାନ୍ତର କରି ଯୁକ୍ତ ଦୁଇ କଲେଜ୍ ମାନ୍ୟତା ପ୍ରଦାନ କରିଛନ୍ତି। ସିନାପାଲି ବ୍ଲକ ର ସିଂଙ୍ଗଝର, ନିଲଜୀ ଏବଂ ପତିଏଲପଡ଼ା ସ୍କୁଲ କୁ ଉଚ୍ଚ ମାଧ୍ୟମିକ ସ୍କୁଲ…

ଜିଲ୍ଲା ମୁଖ୍ୟ ଚିତ୍ସାଳୟ ନୂଆପଡା ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସେବା ଚିକିତ୍ସା ବିଶେଷଜ୍ଞ ଦଳ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ

ନୂଆପଡା ଜିଲ୍ଲା ତା:୨୦.୦୭.( ଜିଲ୍ଲା ଖବର) ଜିଲ୍ଲା ମୁଖ୍ୟ ଚିତ୍ସାଳୟ ନୂଆପଡା ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସେବା ଚିକିତ୍ସା ବିଶେଷଜ୍ଞ ଦଳ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଅଛି। ଆସନ୍ତାତା ୨୧ ରିଖ ଜୁଲାଇ ରୁ ତା ୨୪ ଜୁଲାଇ ପର୍ଯ୍ୟନ୍ତ…

error: Content is protected !!