ନୂଆପଡା ଜିଲ୍ଲା ତା:୨୦.୦୭.( ଜିଲ୍ଲା ଖବର) ଜିଲ୍ଲା ମୁଖ୍ୟ ଚିତ୍ସାଳୟ ନୂଆପଡା ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସେବା ଚିକିତ୍ସା ବିଶେଷଜ୍ଞ ଦଳ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଅଛି। ଆସନ୍ତାତା ୨୧ ରିଖ ଜୁଲାଇ ରୁ ତା ୨୪ ଜୁଲାଇ ପର୍ଯ୍ୟନ୍ତ “ମୁଖ୍ୟମନ୍ତ୍ରୀ ବାୟୁ ସେବା ” ରେ ମେଡିକାଲ କଲେଜର ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ସୁପର ସ୍ପେସିଆଲିଷ୍ଟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ ସ୍ଥାନ : ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ନୂଆପଡା ଉପଲବ୍ଧ ସେବା ଗୁଡିକ ମଧ୍ୟରେ ୟୁରୋଲୋଜି, ନୁରୋଲୋଜି, ନେଫେରୋଲୋଜି,କାର୍ଡଓଲୋଜି ଆସି ଚିକିତ୍ସା କରିବେ। ବହୁତ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ସେବା ଗୁଡି଼କର ସୁଯୋଗ ନେବା ପାଇଁ ଅନୁରୋଧ।
