ନୂଆପଡା ତା:୨୦.୦୭. ନୂଆପଡ଼ା ସିନାପାଲି ବ୍ଲକ୍ ର ଅନ୍ୟ ତିନି ଗୋଟି ହାଇସ୍କୁଲ୍ ରୂପାନ୍ତର କରି ଯୁକ୍ତ ଦୁଇ କଲେଜ୍ ମାନ୍ୟତା ପ୍ରଦାନ କରିଛନ୍ତି। ସିନାପାଲି ବ୍ଲକ ର ସିଂଙ୍ଗଝର, ନିଲଜୀ ଏବଂ ପତିଏଲପଡ଼ା ସ୍କୁଲ କୁ ଉଚ୍ଚ ମାଧ୍ୟମିକ ସ୍କୁଲ ରୂପେ ଓଡ଼ିଶା ସରକାର ମାନ୍ୟତା ଦେଇଛନ୍ତି।ସିନାପାଲି ଅଞ୍ଚଳ ରେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସିନାପାଲି ବ୍ଲକ ରେ ୩ ଗୋଟି ସହ ନୂଆପଡ଼ା ଜିଲ୍ଲା ରେ ୧୦ ଗୋଟି ସ୍କୁଲ କୁ ରୁପାନ୍ତିକରଣ ହୋଇଅଛି।
