ତୁରେକେଲା କ୍ଳଷ୍ଟରରେ ଉତ୍କଳ ମଣି ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି/ତା.୦୯/୧୦ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ…

ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ,

:କୋରାପୁଟ,୬/୧୦:ଜିଲ୍ଲା ଖବର କୋରାପୁଟ, ଜିଲ୍ଲା ନନ୍ଦପୁର ବ୍ଲକ। (,ତପନ ହିଆଲ )ନନ୍ଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ସଭାଗୃହରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କୋରାପୁଟ…

ଖଡିଆଳ ବ୍ଲକ୍ ବଡପୋଲ ନିକଟରେ ଏକ ଠିଆ ଟ୍ରକ୍ କୁ ଆସି ଆଉ ଏକ ଟ୍ରକ୍ ଧକ୍କା, ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଦୁର୍ଘଟଣା, ଧନ ଜୀବନ ହାନି ହେବା ସୂଚନା ନାହିଁ

ନୂଆପଡା ତା:୦୫.୧୦. ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ବଡପୋଲ ନିକଟରେ ଏକ ଠିଆ ଟ୍ରକ୍ କୁ ଆସି ଆଉ ଏକ ଟ୍ରକ୍ ଧକ୍କା, ୩୫୩ ନମ୍ୱର୍ ଜାତୀୟ ରାଜପଥ କଡ ରେ ଦୁର୍ଘଟଣା, ଧନ…

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଘାଟିରେ ଭାରସାମ୍ୟ ହରାଇ ଓଳଟିପଡ଼ିଲା ପିକଅଫ୍ ଭ୍ୟାନ, ତିନି ଆହତ ଙ୍କୁ ଉଦ୍ଧାର

ନୂଆପଡା ତା:୦୫.୧୦. ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଘାଟିରେ ଭାରସାମ୍ୟ ହରାଇ ଓଳଟିପଡ଼ିଲା ପିକଅଫ୍ ଭ୍ୟାନ ତିନି ଆହତ ଙ୍କୁ ଉଦ୍ଧାର କରି କରିଛନ୍ତି। ତିନି ଆହତଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ନୂଆପଡ଼ା ଜିଲ୍ଲା ରେ ବନ୍ୟା ପରିସ୍ଥିତ, ପଲସଦା ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ, ବୋଡ଼େନ ଖଡିଆଳ ମୁଖ୍ୟ ସଡ଼କ ଯାତାୟତ ବନ୍ଦ,ଘଟଣା ସ୍ଥଳ ରେ ପ୍ରଶାସନ

ନୂଆପଡା ତା:୦୩.୧୦. ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ରେ ବନ୍ୟା ପରିସ୍ଥିତ, ପଲସଦା ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ, ବୋଡ଼େନ ଖଡିଆଳ ମୁଖ୍ୟ ସଡ଼କ ଯାତାୟତ ବନ୍ଦ,ଘଟଣା ସ୍ଥଳ ରେ ପ୍ରଶାସନ ପହଞ୍ଚି ଯାତାୟତ କୁ…

ରାମସ୍ୱାମୀ ମନ୍ଦିରରେ ନବରାତ୍ରି ପୂଜା ଅନୁଷ୍ଠିତ

ନୂଆପଡା ୨୭ ୮ ଜିଲ୍ଲା ଖବର( ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ଖଡ଼ିଆଳ ୯ଦିନଧରି ମା ଙ୍କ ପୂଜନେଇ ଚାରି ଆଡେ ଚଳଚଞ୍ଚଳ, ଏନେଇ ଖରିଆର ରାମସ୍ୱାମୀ ମନ୍ଦିର ଆଜି ଷଷ୍ଠ ଦିନରେ ମାଙ୍କ ପୂଜା ଅନୁଷ୍ଠିତ ହୋଇଛି ଏହି…

ତୁରେକେଲାରେ ବିଶ୍ବ ଜଳାତଙ୍କ ଦିବସ ପାଳିତ

ତୁରେକେଲା ତା.୨୬/୦୯ଜିଲ୍ଳା ଖବର (କୈଲାଶ ସଗ୍ରିଆ)ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି।ସଚେତନତା କାର୍ଯ୍ୟ ସଭାରେ ଡା.ପ୍ରତାପ…

ସମସ୍ତ ମହିଳା ମାନଙ୍କ ପାଇଁ ସ୍ବାସ୍ଥ୍ୟ ଯାଞ୍ଚ୍ ଏବଂ ସ୍ବାସ୍ଥ୍ୟ ଶିବିର ଆୟୋଜନ।

ତୁରେକେଲା ୧୮/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁର ପ୍ରହରୀ ମଣ୍ଡପ ପରିସରରେ ସମସ୍ତ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟ ଯାଞ୍ଚ୍ ଏବଂ ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି। ଏହି ସ୍ବାସ୍ଥ୍ୟ…

ସ୍ବାସ୍ଥ୍ୟ ଉପ କେନ୍ଦ୍ର ଦଶ ବର୍ଷ ହେବ ଖତ ଖାଉଛି, କାର୍ଯ୍ୟକାରୀ କରାଯିବ କେବେ??

(କୈଳାଶ ସଗ୍ରିଆ ଙ୍କ ରିପୋର୍ଟ)ତୁରେକେଲା,୧୭/୦୯ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ଢୋଲମାନ୍ଦଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାବଲ ଗାଁର ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା “ସ୍ବାସ୍ଥ୍ୟ ଉପ କେନ୍ଦ୍ର” ତିଆରି ହେବା ଆଜିକୁ ପ୍ରାୟ ଦଶ ବର୍ଷ ହେବ…

ନୂଆପଡା ଜିଲ୍ଲାପାଳଙ୍କ ଜୀବିକା ମିଶନ ଓ ମିଶନଶକ୍ତି କାର୍ଯ୍ୟ ସମୀକ୍ଷା l ପ୍ରବାସୀ ଶ୍ରମିକ ସମସ୍ୟାର ସମାଧାନ ମିଶନ୍ ମୋଡ୍ ରେ କରିବ ମିଶନ୍ ଶକ୍ତି

ନୂଆପଡା, ତା ୧୧.୦୯.ଜିଲ୍ଲା ଖବର ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ର ମାସିକ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ…

error: Content is protected !!