ଖଡିଆଳ ବ୍ଲକ୍ ବଡପୋଲ ନିକଟରେ ଏକ ଠିଆ ଟ୍ରକ୍ କୁ ଆସି ଆଉ ଏକ ଟ୍ରକ୍ ଧକ୍କା, ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ଦୁର୍ଘଟଣା, ଧନ ଜୀବନ ହାନି ହେବା ସୂଚନା ନାହିଁ

ନୂଆପଡା ତା:୦୫.୧୦. ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ବଡପୋଲ ନିକଟରେ ଏକ ଠିଆ ଟ୍ରକ୍ କୁ ଆସି ଆଉ ଏକ ଟ୍ରକ୍ ଧକ୍କା, ୩୫୩ ନମ୍ୱର୍ ଜାତୀୟ ରାଜପଥ କଡ ରେ ଦୁର୍ଘଟଣା, ଧନ ଜୀବନ ହାନି ହେବା ସୂଚନା ନାହିଁ। ଏହି ଘାଟନ ଟି ନିଲମ୍ୱିତ ରାତ୍ରି ରେ ହୋଇଥିବା ବେଳେ ଚାଳକଙ୍କ ଆଖି ଲାଗି ଯାଇଥିବା ବେଳେ ରାଜପଥ ଟ୍ରକ୍ ଟି ଓହାଇ ଦେଇ ଠିଆ ହୋଇଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲେ। ଦୃଶ୍ୟ କୁ ଦେଖିଲେ ପାଠକ ଗୋଷ୍ଠୀ ସହଜେ ଜାଣି ଯିବେ। ଆହତ ଚଳକଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଭର୍ତ୍ତି ହୋଇଅଛି।

Leave a Reply

Your email address will not be published. Required fields are marked *

error: Content is protected !!