ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଠାରେ ବାଣିଜ୍ୟ ମେଳା-୨୦୨୫ ଉଦଘାଟିତ

ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁରଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଭୁବନେଶ୍ଵର ତରଫରୁ ବ୍ରହ୍ମପୁର ଠାରେ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ବ୍ରହ୍ମପୁର ମାନ୍ୟବର ବିଧାୟକ କେ ଅନିଲ କୁମାର ଙ୍କା ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହା ୨୬ ତାରିଖ ପର୍ଯ୍ୟନ୍ତ. ଚାଲିବ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟାମାନେ ଯୋଗଦାନ କରିଛନ୍ତି । ଅଶୋକ କୁମାର ସାହୁ ସିଇଓ ଅରୁପା, ଭୁବନେଶ୍ୱର, ସରୋଜ ସାବତ ଜିଲ୍ଲା ବିଜେପିର ଯୁଗ୍ମ ନିର୍ଦ୍ଦେଶକ ଡ ସିବାନନ୍ଦ ନାୟକ, ଅଶୋକ କୁମାର ବ୍ରହ୍ମା, ସୁଦୀପ ସାହୁ, ଡ ସନ୍ଧ୍ୟା ରାନୀ ପଟ୍ଟନାୟକ, ଉମାପତି ବେହେରା, ଉମପାଠୀ ମହାରାଜା ଭୁବନ ଭାସ୍କର, ନାଗେନ୍ଦ୍ର ନାଥ ତଥା କାଁହୁ ରାଉତ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *

error: Content is protected !!