ମୁକ୍ତିଲାଭ ହେଲା ଗୀତ ସ୍ବୀଟ ଭାଞ୍ଜୀ

ସମ୍ବଲପୁରୀ ଜଗତରେ ପ୍ରଥମ ଥର ପାଇଁ ଭାଣିଞ୍ଜି ମାନଙ୍କ ପାଇଁ ଗୀତ ଟିଏ ହୋଇଛି।ଏହି ଗୀତରେ ବଲାଙ୍ଗୀର ସିକୁଆଁର ବି.କାର୍ତ୍ତିକ କଣ୍ଠଦାନ କରିଥିବାବେଳେଗୀତକୁ ଲେଖିଛନ୍ତି କଳାହାଣ୍ଡି ଜିଲ୍ଲା ପାଣିମୁଣ୍ଡାର ବି.ଥୟରାମ୍ ଠେଲା।ଏବଂ ଏଥିରେ ମ୍ୟୁଜିକ୍ ନିର୍ଦ୍ଦେଶନା ଦେଇଛନ୍ତି ହମିତ୍ ସାଗର ଓ ବି.କାର୍ତ୍ତିକ।ଏହି ଗୀତ ତୃପ୍ତିମୟୀ ମ୍ୟୁଜିକ୍ ୟୁଟୁବ୍ ଚେନାଲରେ ଶୁଭମୁକ୍ତି ପାଇଛି। ବର୍ତମାନ ଏହି ଗୀତ ବେଶ୍ ଭାଇରାଲ ହେବାରେ ଲାଗିଛି ଓ ଓଡ଼ିଶାର କୋଣ ଅନୁକୋଣରେ ଶୁଣିବାକୁ ମିଳୁଥିବାବେଳେ ସମ୍ବଲପୁରୀ ଜଗତରେ ପ୍ରଥମ ଥର ପାଇଁ ମାମୁଁ ନିଜ ଭାଣିଞ୍ଜିକୁ କେତେ ଭଲ ପାଇ ଥାଆନ୍ତି ତାହାକୁ ନେଇଁ ବର୍ଣ୍ଣନା କରି ବି.ଥୟରାମ ଠେଲା ଅତି ସୁନ୍ଦର ଭାବେ ଲେଖି ଗୀତରେ ପରିଣତ କରିଥିବାବେଲେ ସଂଗୀତ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!