ନୂଆପଡା ଉପ ନିର୍ବାଚନ, ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା, ସ୍ବାଧୀନ ପ୍ରାର୍ଥୀଙ୍କୁ ଉପ ନିର୍ବାଚନ ରେ ଚିହ୍ନ ପ୍ରଦାନ

ନୂଆପଡା ତା:୨୪.୧୦. ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ, ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା, ସ୍ବାଧୀନ ପ୍ରାର୍ଥୀଙ୍କୁ ଉପ ନିର୍ବାଚନ ରେ ଚିହ୍ନ ପ୍ରଦାନ କରିଛନ୍ତି। ଉପ ନିର୍ବାଚନ ନେଇ ରିଟର୍ଣ୍ଣି ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷ ରୁ ଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ

ହେବା ସହ ସ୍ବାଧୀନ ପ୍ରାର୍ଥୀ ଙ୍କୁ ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି। ତିନି ପ୍ରମୁଖ ଦଳ ର ସ୍ଵତନ୍ତ୍ର ଚିହ୍ନ ରହିଥିବା ବେଳେ ପଦ୍ମ ଫୁଲ, ହାତ ଏବଂ ଶଙ୍ଖ ସହ ଅନ୍ୟ ରାଜନୀତିକ ଦଳର ସ୍ଵୀକୃତି ଚିହ୍ନ ସାଇକେଲ, ବଂଶୀ ଚିହ୍ନ ରହିଅଛି । ସେହିପରି ୯ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ମଧ୍ୟ ବିଭିନ୍ନ ଚିହ୍ନ ପ୍ରଦାନ କରିଛନ୍ତି। ଆଶ୍ରୟ ମହାନନ୍ଦ ଙ୍କୁ ମେଜ, କିଶୋର କୁମାର ବାଗ ସିସି ଟିଭ କେମେରା,ଚକ୍ରାନ୍ତ ଜେନା ଙ୍କୁ ହୁଇସିଲ, ନୀତା ବାଗ ବାକ୍ସ, ଭକ୍ତ ବନ୍ଧୁ ଧରୁଆ ଗ୍ୟାସ ସିଲିଣ୍ଡର, ଭୁବନ ଲାଲ ସାହୁ ଷ୍ଟୁଲ, ହେମନ୍ତ ତାଣ୍ଡି ଖଟ, ଲକ୍ଷ୍ମୀକାନ୍ତ ତାଣ୍ଡି ଜେଟଲୀ, ଲୋଚନ ସିଂ ମାଝୀ ବ୍ୟାଟ୍ସମ୍ୟାନ୍ ଚିହ୍ନ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!