ଚାଷ ଜମିରେ ପାଣି ନ ଥିବାରୁ ଧାନ ଚାରା ନଷ୍ଟ।

ତୁରେକେଲା,୦୪/୦୯ ଜିଲ୍ଲା ଖବର (କୈଲାଶ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ୍ ଅନ୍ତର୍ଗତ କୁଇବାହାଲ ଗାଁର ଅନେକ ଚାଷୀ ମାନଙ୍କ ପାଣି ଅଭାବରୁ ଧାନ ଚାରା ସବୁ ନଷ୍ଟ ହୋଇପଡ଼ିଛି।ଆଉ ମଧ୍ୟ ଚାଷୀମାନେ ଅଭିଯୋଗ ଜଣାଇଛନ୍ତି। ତୁରେକେଲା ବ୍ଲକ ଅଞ୍ଚଳ ରେ ଏଭଳି ଅନେକ ଗାଁଗୁଡିକରେ ଚାଷୀମାନଙ୍କ ଜମି ପଡ଼ିଆ ପଡିରହିଥିବା ଚାଷି ମାନେ କହିଛନ୍ତି। ଏଭଳି ଅସମୟେ ବର୍ଷା ଯୋଗୁଁ ଚାଷ ସବୁ ନଷ୍ଟ ହୋଇଥିବା କହିଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ ଚାଷି ମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!