ନୂଆପଡ଼ା ଜିଲ୍ଲା ର ପୁରପଲ୍ଲୀ ରେ ଆଜି ନୂଆଁଖାଇ ବାସୀ ପର୍ବ ପାଳିତ, ଦୀର୍ଘ ସମୟ ବ୍ୟବଧାନ ରେ ମିଳନ ହୋଇଥିବା ପରିବାର ସଦସ୍ୟ ଙ୍କ ସହ ନାସିର ଭିନ୍ନ ମଜ୍ଜା

ନୂଆପଡା ତା:୨୯.୦୮. ନୂଆପଡ଼ା ଜିଲ୍ଲା ର ପୁରପଲ୍ଲୀ ରେ ଆଜି ନୂଆଁଖାଇ ବାସୀ ପର୍ବ ପାଳିତ, ଦୀର୍ଘ ସମୟ ବ୍ୟବଧାନ ରେ ମିଳନ ହୋଇଥିବା ପରିବାର ସଦସ୍ୟ ଙ୍କ ସହ ବାସିର ଭିନ୍ନ ମଜ୍ଜା ଅଟେ। ସମସ୍ତେ ବାସୀ ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଅଛି। ପୁରୁଷ ମାନେ ବଜାର ରୁ ବାସୀ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଉପକରଣ ସାମଗ୍ରୀ ନେଇ ଘରକୁ ଯିବା ପାଇଁ ବ୍ୟସ୍ତ ଥିବା ବେଳେ ପରିବାର ର ମହିଳା ସଦସ୍ୟ ମାନେ ସିଲ ସିଲପା, ରୁବେନ ଲୋଢ଼ା ରେ ସ୍ବତନ୍ତ୍ର ଭାବରେ ବିଭିନ୍ନ ରକମ୍ ମସଲା ବଟା ଯାଉଅଛି। ସହରାଞ୍ଚଳ ରେ ଗ୍ରାଉଣ୍ଡର ମେସିନ ରେ ମସଲା ବଟା ହୋଇଅଛି।ସୁରା, ମଦ, ମାଂସ ରେ ବାସୀ ପର୍ବ ପାଳିତ ହୋଇ ଏକ ସ୍ୱାହାର୍ଦ୍ଦ ପୂର୍ଣ୍ଣ ବାତାବରଣ ରେ ନିଜକୁ ହଜେଇ ଦେଇଥାନ୍ତି। ପରେ ଆରମ୍ଭ ହୁଏ ସମ୍ବଲପୁରୀ ଢୋଲ ନିଶାନ ତାସା ବାଦ୍ୟର ତାଲ କୁ ତାଲ ଦେଇ ନାଚି ଉଠୀଥାନ୍ତି। ଆଜି ଦିନ ତମାମ ସହର ଠୁ ଗ୍ରାମାଞ୍ଚଳ ରେ ଏ ଭଳି ପରିବେଶ ।

Leave a Reply

Your email address will not be published. Required fields are marked *

error: Content is protected !!