ନୂଆପଡା ୨୭ ୮ (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜ଼ିଲ୍ଲା ସିନାପାଲି ଫୋରେଷ୍ଟ ରେଞ୍ଜ ଅଧୀନ ଚଟିଆଗୁଡା ଗାଁ ପାଖ ବିଜୁ ଏକ୍ସପ୍ରେସ ୱେ ପାଖରେ ବାଘ ଛାଲ ସହ ଗୋଟିଏ ସ୍କଟି ଜବତ କାରାଯଇଥିଲା ଏହି ଅବଜିଯୋଗରେ

ସିନାପାଲି ର ହୃଷିକେଶ ବାଗ ଙ୍କୁ ଗିରଫ କରାଯିବା ସହଧାରାବନ୍ୟା ପ୍ରାଣୀ ଆଇନ 1972ର ଧାରା 2(16),39(1),44,48(କ) ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଏଫଓ ଅଜିଜ ଖାଁ ପ୍ରକାଶ କରିଛନ୍ତି

