ନୂଆପଡା ଜିଲ୍ଲା ଖବର ୨୧ ୮ ନୂଆପଡା ଓଡ଼ିଶା ଆଇପିଏସ ସ୍ତରରେ ଅଦଳ ବଦଳ ହୋଇଅଛି। ନୂଆପଡ଼ା ଜିଲ୍ଲାକୁ ନୂତନ ଏସ ପି ଭାବରେ ଅମୃତ ପାଲ ସିଂ ହୋଇଥିବା ବେଳେ ନୂଆପଡ଼ା ଏସପି, ଜି. ଆର ରାଘବେନ୍ଦ୍ର ଝାରସୁଗୁଡ଼ା କୁ ନୁତନ ଏସପି ରୂପେ ବଦଳି ହୋଇଛନ୍ତି ।
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.