ଓଡ଼ିଶା ଆଇପିଏସ ସ୍ତରରେ ଅଦଳ ବଦଳ

ନୂଆପଡା ଜିଲ୍ଲା ୨୧ ୮ ଜିଲ୍ଲା ଖବର ଓଡ଼ିଶା ଆଇପିଏସ ସ୍ତରରେ ଅଦଳ ବଦଳ ହୋଇଅଛି। ନୂଆପଡ଼ା ଜିଲ୍ଲାକୁ ନୂତନ ଏସ ପି ଭାବରେ ଅମୃତ ପାଲ ସିଂ ହୋଇଥିବା ବେଳେ ନୂଆପଡ଼ା ଏସପି, ଜି. ଆର ରାଘବେନ୍ଦ୍ର ଝାରସୁଗୁଡ଼ା କୁ ନୁତନ ଏସପି ରୂପେ ବଦଳି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!