ନୂଆପଡା : ଜିଲ୍ଲା ଖବର ଆସନ୍ତା 27 ଜୁଲାଇ ଇଣ୍ଟରଭ୍ୟୁ ଟାଇମ୍ସ ଦ୍ବାରା ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସିଇଓ ଗୋଲ ଟେବୁଲ 2025 ରେ ବର୍ଷର “ପ୍ରେରଣାଦାୟକ ସଂଗ୍ରହ କାରୀ” ଉପାଧୂରେ ସମ୍ମାନୀତ ହେବେ ଶ୍ରୀଯୁକ୍ତ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ । ନୂଆପଡା ଜିଲ୍ଲାପାଳଙ୍କ ଗତିଶୀଳ ନେତୃତ୍ବ ସାର୍ବଜନୀନ ସେବା ପତି ଅକ୍ଲାନ୍ତ ଉସର୍ଗ ଅନେକଙ୍କ ଜୀବନରେ ଅର୍ଥ ପୁର୍ଣ ପରିବର୍ତନ ଏବଂ ଉନ୍ନତି ଆଣିଛି I ଶାସନ ଏବଂ ସମାଜ କଲ୍ୟାଣ ପାଇଁ ନୂଆପଡା ଜିଲ୍ଲା ଲ୍ଲାପାଳଙ୍କ ଅଭିନବ ଆଭିମୁଖ୍ୟ ଜିଲ୍ଲାପ୍ରଶାସନରେ ଏକ ମାନଦଣ୍ଡ ସ୍ଥାପନ କରିଛି I ଜିଲ୍ଲାପାଳଙ୍କ କାର୍ଯ୍ୟ ଦକ୍ଷତା ଏକ ଜାତୀୟ ମଞ୍ଚରେ ପ୍ରଦର୍ଶିତ କରାଯିବା ଉଚିତ ବୋଲି ଣ୍ଟରଭ୍ୟୁ ଟାଇମ୍ସ କହିଛି । ଜିଲ୍ଲାପାଳଙ୍କ ର ଏଭଳି କାର୍ଯ୍ୟ ଧକ୍ଷତା ପାଇଁ ସମଗ୍ର ଭାରତରୁ ସିଇଓ, ନୀତି ନିର୍ଦ୍ଧାରକ ଏବଂ ଚିନ୍ତା ନାୟକଙ୍କ ଏକ ସମ୍ମାନୀତ ତ ସମାବେଶରେ ନୂଆପଡା ଜିଲ୍ଲାପାଳ ସମ୍ମାନୀତ ହେବାର ସୂଚନା ରହିଛି। ।

