ଅଙ୍ଗନବାଡ଼ି କେନ୍ଦ୍ର ଅବ୍ୟବସ୍ଥା, ଛାତ୍ର ଛାତ୍ରୀଙ୍କୁ ବିପଦ ସଂକେତ ଅବସ୍ଥାରେ ରହିଛି।

ତୁରେକେଲା (ଜିଲ୍ଲା ଖବର) କୈଲାଶ ସଗ୍ରିଆ,୨୬/୦୭ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁର୍ଲାଉଢା ଗାଆଁ ର ଅଙ୍ଗନବାଡ଼ି କେନ୍ଦ୍ର ଅବ୍ୟବସ୍ଥା , ଛାତ୍ର ଛାତ୍ରୀଙ୍କୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ଭିତର ପଟୁ ଦେଖିବାକୁ ଗଲେ ଲୁହାଛଡ ସବୁ ଉପୁଡ଼ି ପଡ଼ିଥିବାରୁ ଘଡ଼ଘଡ଼ି ଶବ୍ଦ ରେ ଘୋର ବର୍ଷା ହେଲେ ଛାତ ଭୁଶୁଡି ପଡିବାର ସମ୍ଭାବନା ରହିଛି। ଏନେଇ ଗାଁଲୋକ ଅଭିଯୋଗ ଜଣାଇଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣ ଗୋଚର ନ କରୁଥିବା ଅଙ୍ଗନବାଡ଼ି କହିଛନ୍ତି। ଏଥିପ୍ରତି ପ୍ରଶାସନ ଏକ ଦୃଷ୍ଟି ଗୋଚର କରାଯାଉ।

Leave a Reply

Your email address will not be published. Required fields are marked *

error: Content is protected !!