ଓଡ଼ିଶା ସରକାର ପକ୍ଷରୁ ହାଇସ୍କୁଲ୍ କୁ ଯୁକ୍ତଦୁଇ କଲେଜ୍ ରେ ରୂପାନ୍ତରିତ କରିବା ନେଇ ଅଞ୍ଚଳ ରେ ଖୁସି ବ୍ୟକ୍ତ, ନୂଆପଡ଼ା ରେ ପାଞ୍ଚ ଏବଂ ଖଡିଆଳ ତିନି ଗୋଟି ସ୍କୁଲ ରୂପାନ୍ତରିତ

ନୂଆପଡା ତା:୨୦.୦୭. ( ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା ର ଗ୍ରାମାଞ୍ଚଳ ରେ ଶିକ୍ଷା ର ଆବିବୃଦ୍ଧି ସାଙ୍ଗକୁ ହାଇସ୍କୁଲ କୁ ରୂପାନ୍ତରିତ ପାଇଁ ଦୀର୍ଘ ଦିନରୁ ଦାବୀ ହେଉଥିଲା। ଏହି ଦାବୀ ଉପରେ ଓଡ଼ିଶା ସରକାର ପକ୍ଷରୁ ହାଇସ୍କୁଲ୍ କୁ ଯୁକ୍ତଦୁଇ କଲେଜ୍ ରେ ରୂପାନ୍ତରିତ କରିବା ନେଇ ଅଞ୍ଚଳ ରେ ଖୁସି ବ୍ୟକ୍ତ କରିଛନ୍ତି।

ନୂଆପଡ଼ା ନିର୍ବାଚନ ମଣ୍ଡଲୀ ରେ ପାଞ୍ଚ ଏବଂ ଖଡିଆଳ ନିର୍ବାଚନ ମଣ୍ଡଲୀ ତିନି ଗୋଟି ମଞ୍ଜୁରି ହୋଇଅଛି। ନୂଆପଡ଼ା ର ସାରାବଙ୍ଗ,ବଞ୍ଜିବହାଲ, ଛତା,ଭେଲା ଓ ସଲଙ୍ଗିପଡ଼ା ଏବଂ ଖଡିଆଳ ର ଲାଞ୍ଜି, ଲର୍କା ଏବଂ ସିଂଘଝର ହାଇସ୍କୁଲ କୁ ରୂପାନ୍ତରିତ କରି ଉଚ୍ଚ ମାଧ୍ୟମିକ ସ୍କୁଲ ଯୁକ୍ତ ଦୁଇ କଲେଜ୍ ର ମାନ୍ୟତା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!