ନୂଆପଡା (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ଖଡ଼ିଆଳ ଏହି ଘଟଣାକୁ ନେଇ ଓଡିଶା କଂଗ୍ରେସ ଓ ଇଣ୍ଡିମେଣ୍ଟ ମିଳିତ ଭାବରେ 17 ଜୁଲାଇ ଓଡିଶା ବନ୍ଦ ଡାକରା ଦେଇଛନ୍ତି ଏହି ପରିପେକ୍ଷୀରେ ଖଡ଼ିଆଳ କଂଗ୍ରେସ ଆଜି ଏକ ବୈଠକ କରି 17 ତାରିଖ ଓଡିଶା ବନ୍ଦ ତଥା ଖଡ଼ିଆଳ ବନ୍ଦ କରିବାକୁ ପ୍ରସ୍ତୁତି ବୈଠକ କରାଗଲା
