ନୂଆପଡା ତା:୧୫.୦୭.ଜିଲ୍ଲା ଖବର ଅନ୍ତରୀକ୍ଷ ରୁ ୧୮ ଦିନ ରହଣି ପରେ ପୃଥିବୀ କୁ ପ୍ରତ୍ୟାବର୍ତ୍ତନ, ବହୁ ଆଶା, ଆକାଂକ୍ଷା ଏବଂ ଅନେକ ସମ୍ଭାବନା କୁ ନେଇ ଚାରି ଅନ୍ତରୀକ୍ଷ ଯାତ୍ରା ପ୍ରତ୍ୟାବର୍ତ୍ତନ କରିଛନ୍ତି ଏହି ଅନ୍ତରୀକ୍ଷ ଯାତ୍ରା ରେ ଭୁଭ୍ରଂଶୁ ଶୁକ୍ଳା ନେତୃତ୍ୱ ନେଇଥିବା ବେଳେ ୪ ଜଣ ଅନ୍ତରୀକ୍ଷ ଯାତ୍ରୀ ଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଅନେକ ନୂତନ ସମ୍ଭାବନା ଆଣିଛନ୍ତି।
