ଅଜଣା ପିକ ଅପ ଧକ୍କାରେ ଜଣେ ମୃତ ।

ନୂଆପଡା ୧୪/୭ (ଜିଲ୍ଲା ଖବର) ଆଜି ବୋଡେନ ବ୍ଲ ବ୍ଲକ କେଶରାଜପୁର ଗ୍ରାମ ଅନ୍ତର୍ଗତ ମାଲପଡା ର ବେଣୁଧର ଧର ମାଝୀ (୬୦)ଙ୍କର ଚିକିତ୍ସା ଧୀନ ଅବସ୍ଥାରେ ନୂଆପଡା ଡାକ୍ତର ଖାନାରେ ମୃତ୍ୟୁ ହୋଇଛି I ସୂଚନା ଅନୁସାରେ ମାଝୀ ଛେଳି ଚରାଇବାକୁ ରାସ୍ତାରେ ସକାଳ ୯ଟା ବେଳେ ଏକ ପିକଅପ ବୋଡେନ ପଟୁ ଆସି ଧକ୍କା ମାରି ଖରିଆ ଘିଆର ଆଡକୁ ଚମ୍ପଟ ମାରି ପଳେଇଲା, ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଖରିଆର ଓ ପରେ ନୂଆପ ପଡା ଜିଲ୍ଲା ଡାକ୍ତର ଚେର ଖାନାକୁ ନେଇଥିବାବେଳେ ସେଠାରେ ରେ ମୃତ୍ୟୁ ବରଣ କରିଛନ୍ତି । ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ଦେବ ଦବବୋଲି ସୂଚନା ମିଳିଛି କିନ୍ତୁ ପରିବାର ଲୋକେ ଗରିବ ଶ୍ରେଣୀ ର ହୋଇଥିବାରୁ ତାଙ୍କୁ ସରକାରି ରୁପେ ଆର୍ଥକ ସହାୟତା ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *

error: Content is protected !!