ନୂଆପଡା ତା:୧୪.୦୭ଜିଲ୍ଲା( ଖବର ଓମ ପ୍ରକାଶ ଚୌଧୁରୀ). ଆଜି ପବିତ୍ର ଶ୍ରାବଣ ମାସ ପ୍ରଥମ ଷୋମବାର, ଶିବାଳୟ ରେ ଭକ୍ତଙ୍କ ବିପୁଳ ଭିଡ, ବୋଲ ବାମ୍ୱ ଭକ୍ତ ଙ୍କ ଜଳାଭିଷେକ କରିଛନ୍ତି। ନୂଆପଡ଼ା ଜିଲ୍ଲା ପତୋରା ସ୍ଥିତ ଯୋଗେଶ୍ୱର ବାବା, ବୁଦ୍ଧି କୋମନା ସ୍ଥିତ ପ୍ରାଚୀନ ଭୁବନେଶ୍ୱର ବାବା, ଖଡିଆଳ କୋଷଲେଶ୍ୱର୍, ତ୍ରିବନ୍ଧ ସ୍ଥିତ ଭୁବନେଶ୍ୱର ବାବା, ବୋଡ଼େନ ପାତାଳଗଙ୍ଗା, ତିଖାଥି ସ୍ଥିତ ଇନ୍ଦ୍ରେଶ୍ୱର୍, ଡୁଆଝର ସୁନ୍ଦେରେଶ୍ୱର, ଧରମସାଗର ସହ ସୁନାବେଡ଼ା ଅଭୟାରଣ୍ୟ ରାଣୀ ମୁହାସ ସହ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ସିବାଳୟ ରେ ବ୍ୟାପକ ଭିଡ ପରିଲକ୍ଷିତ ହୋଇଅଛି।
