ନୂଆପଡା ତା:୧୪.୦୭. ନୂଆପଡ଼ା ଜିଲ୍ଲା (ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ )ଖଡିଆଳ ମିଶନ ନିକଟସ୍ଥ ୩୫୩ ନମ୍ୱର୍ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା, ଦୁଇ ଚାରିଚକିଆ ଗାଡ଼ି ମଧ୍ୟରେ ମୁହାଁ ମୁହିଁ ଧକ୍କା, ଗୁରୁତ୍ଵ ଆହତଙ୍କୁ ପଡୋଶୀ ଛତିଶଗଡ଼କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଛନ୍ତି। ଗତ ବିଳମ୍ବିତ ରାତ୍ରୀରେ ଏହି ଦୁର୍ଘଟଣା ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଖଡିଆଳ ମିଶନ ପ୍ରାଥମିକ ଚିକିତ୍ସା ପରେ ରାୟପୁର କୁ ସ୍ଥାନାନ୍ତର କରିଥିଲେ।
