ବସ୍‌ଷ୍ଟାଣ୍ଡ ରାସ୍ତା କାଦୁଅ, ଯାତ୍ରୀ ହିନସ୍ତା

ନୂଆପଡା,୧୨.୭. (ଜିଲ୍ଲା ଖବର) : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଜାତୀୟ ରାଜପଥ ୩୫୩ ନମ୍ବର ପୃଥିବୀରାଜ ହୋଟେଲ ଟଲ ଠାରୁ ବସ୍ୱାଣ୍ଡକୁ ଯିବା ରାସ୍ତାର ଅବସ୍ଥା ଖୁବ ଶୋଚନୀୟ ଓ କାଦୁଅରେ ପଚ ପଚ ରାସ୍ତାରେ ବଡ ବଡ଼ ଖାଲ ଖମା ହୋଇ ଅବସ୍ଥା ଅତି ଖରାପ। ଏହି ରାସ୍ତା ଦେଇ ଜୁନି କୁନି ପିଲା ଖଡ଼ିଆଳ କେପିଏସ୍ ସ୍କୁଲକୁ ପାଠ ପଢି ଯାଇଥାନ୍ତି ଓ ବିଭିନ୍ନ ସ୍କୁଲର ପିଲାମାନେ ସହରରେ ଥିବା ସ୍କୁଲକୁ ପାଠ ପଢିବାକୁ ଯାଉଥିବା ବେଳେ ଲୋକେ ମଧ୍ୟ ଯିବା ଆସିବା କରିଥାନ୍ତି । ନିକଟରେ ବସ୍ୱାସ୍ଥ୍ୟ ଥୁବାରୁ ରାସ୍ତାରେ ବହୁ ଗାଡି ମଟର ଯିବା ଆସିବା କରିଥାଏ । ରାସ୍ତାରେ ବେଳେ ବେଳେ ଛୁଆ ପିଲାମାନେ ପଡ଼ି ଖଣ୍ଡିଆ ଖାବରା ହେଉଥିବା FRA ଅଭିଯୋଗ ହେଉଛି। ବର୍ଷାରେ ଖାଲ ଗୁଡିକରେ ପାଣି ଜମି ରହୁଥ ହୁଥିବାରୁ ଖାଲରେ ର ଲୋକେ ମଧ୍ୟ ପଡ଼ି ଗୋଡ଼ ହାତ ଭାଙ୍ଗୁ ଥିବା ଦୃଶ୍ୟ ଦେଖ‌ିବାକୁ ମିଳୁଛି। କୁନି କୁନି ଛୁଆ । ( ମାନେ ମଧ୍ୟ ସ୍କୁଲ ଯିବାବେଳେ ପାଣି ଭର୍ଗୀ ଖାଲରେ ପଡିଯାଆନ୍ତି। ତେଣୁ ଶୀଘ୍ର ଏହି ରା ରାସ୍ତା ମରାମତି କରିବାକୁ ଦାବୀ ହେଉଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!