ରାମସ୍ୱାମୀ ମନ୍ଦିରରେ ନବରାତ୍ରି ପୂଜା ଅନୁଷ୍ଠିତ ଆଜି ଅଷ୍ଟମି ଦିନ ପୂଜା

ନୂଆପଡା ୨୯ ୯ ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ଖଡ଼ିଆଳ ୯ଦିନଧରି ମା ଙ୍କ ପୂଜନେଇ ଚାରି ଆଡେ ଚଳଚଞ୍ଚଳ, ଏନେଇ ଖରିଆର ରାମସ୍ୱାମୀ ମନ୍ଦିର ଆଜି ଷଷ୍ଠ ଦିନରେ ମାଙ୍କ ପୂଜା ଅନୁଷ୍ଠିତ ହୋଇଛି ଏହି ପୂଜାରେ ୯ ଦିନ ଧରି ବିଭିନ୍ନ ଭକ୍ତ ପୂଜା କର୍ତା ଭାବରେ ବସି ପୂଜା କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ସୁଦୂର ଜଗତସିଂହପୁର ଜ଼ିଲ୍ଲା ଶାରଳା ପିଠରୁଆସି ବିଜୟ କୁମାର ଶତପଥି,ପୂଜା କରୁଥିବା ବେଳେ ସହ ପୂଜକ ଭାବରେ ଜ୍ୟୋତିରଞ୍ଜନ ଦାସ ପୂଜା କରୁଛନ୍ତି ତାଙ୍କୁ ପୂଜାରେ ସାହାଯ୍ୟ କରିବା ପାଇଁ ବସନ୍ତ କୁମାର ଶତପଥି, ତପନ କୁମାର ଶତପଥି, ଜ୍ୟୋତିରଞ୍ଜନ ଦାସ, ପ୍ରଫୁଲ୍ଲ କୁମାର ଦାସ, କ୍ଷମସାଗର ପଣ୍ଡା, ଆଶୁତୋଷ ଦାସ,ଯୋଗଦାନ କରିଥିବା ଆଜି କର୍ତା ଭାବର ମୋନଜ କୁମାର ପଟ୍ଟନାୟକ ଓ ତାଙ୍କ ଧର୍ମ ପତ୍ନୀ ପଦ୍ମଜା ପଟ୍ଟନାୟକ କର୍ତା ଭାବରପୂଜା କରି ଛନ୍ତି ଆୟୋଜକ କମିଟିରେ ମନୋଜ ପଟ୍ଟନାୟକ, ବିକାଶ ଶୁଲ୍ଲା, ପ୍ରବୀଣରଞ୍ଜନ ପଟ୍ଟନାୟକ, ଲକ୍ଷଣ ଦୁରିଆ, ଗୋବିନ୍ଦା ସାହୁ,ଦୀପକ ବର୍ମା,ବିନୋଦ କୁମାର ପାଢ଼ୀ,ସୁଧୀର ପଟ୍ଟନାୟକ, ମନୋଜ ତିୱାରୀ, ଦିଲ୍ଲୀପ ପଟ୍ଟନାୟକ କୁନୁ ବର୍ମା, ସୁମେଶ ପଟ୍ଟନାୟକ, ରିତେଶ ପଟ୍ଟନାୟକ, ବାପି ପଟ୍ଟନାୟକ ପ୍ରମୁଖ ରହିଛନ୍ତି ପ୍ରତେକ ଦିନ ଭକ୍ତମାନଙ୍କ ପାଇଁ ପ୍ରସାଦ ର ବ୍ୟବସ୍ତା କରିଛନ୍ତି ଆୟୋଜକ କମିଟି

Leave a Reply

Your email address will not be published. Required fields are marked *

error: Content is protected !!