ଫୁଟବୁଲ ମହାକୁମ୍ଭ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ପ୍ରସ୍ତୁତି ବୈଠକ

ନୂଆପଡା,୦୨/୦୯ ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଆସନ୍ଧା ଅକ୍ଟୋବର ୧୧ ତାରିଖ ରୁ ଫୁଟବଲ ମହାକୁମ୍ଭ ଆରମ୍ଭ ହେବ ଓ ୨୭ ଅକ୍ଟୋବର ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକ ତଥା ଖଡ଼ିଆଳ ବିଜ୍ଞାପିତ କୁ

ମିଶାଇ ୬୯ଟି ଦଳ ଏହି ଫୁଟବଲରେ ଭାଗ ନେବେ । ଏଥିପାଇଁ ଆୟୋଜକ କମିଟିର ସଭାପତି ଭା ଭାବରେ ଖଡ଼ିଆଳ ବିଧାୟକ ଅଧୂରାଜ ପାଣିଗ୍ରାହୀଙ୍କୁ ଚୟନ କରାଯାଇଥିବା ବେଳେ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ଅର୍ଗାନାଇଜିଙ୍ଗ ସେକ୍ରେଟାରୀ ଓ ଛବି ସାଗରଙ୍କୁ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଏହି ବୈଠକରେ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!