ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଅଞ୍ଚଳ ରେ ବୁଲୁଛି ବିଶାଳ କାୟା ଅଜଗର, ଉଦ୍ଧାର ପାଇଁ ଅନୁରୋଧ,

ନୂଆପଡା ତା:୨୬.୦୮. ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଅଞ୍ଚଳ ରେ ବୁଲୁଛି ବିଶାଳ କାୟା ଅଜଗର, ଉଦ୍ଧାର ପାଇଁ ଅନୁରୋଧ କରାଯାଇଅଛି। ଖଡିଆଳ ସହର ୱାର୍ଡ ନମ୍ୱର୍ ୦୨ କଙ୍ଗାଲ ମୁଣ୍ଡା ପୋଖରୀ ନିକଟସ୍ଥ ଅଞ୍ଚଳ ରେ ବିଶାଳ କାୟା ଅଜଗର ବୁଲୁଥିବା ଦେଖିବାକୁ ମିଳିଅଛି। ନିକଟସ୍ଥ ବୁଦ୍ଧିଆ ଡଙ୍ଗର ଅଞ୍ଚଳରୁ ଏହି ସାପ ଆସିଥିବା ଅନୁମାନ କରାଯାଉ ଥିବା ବେଳେ ସପର ଲେମ୍ବୁ ୧୮ ଫୁଟ ରୁ ଉର୍ଦ୍ଧ ଥିବାବେଳେ ଓଜନ ଦୁଇ କ୍ବିଣ୍ଟାଲ ଥିବା ଅଞ୍ଚଳ ବାସୀ ଅନୁମାନ କରୁଛନ୍ତି।

ଅଜଗର ସୁରକ୍ଷା ଦେବ ସହ ନିରାପତ୍ତ ସ୍ଥାନ କୁ ନେଇ ଛାଡ଼ିବାକୁ ବିଶେଷ ଅନୁରୋଧ ଅଟେ। ଏହି ଅଜଗର ସାପ ବହୁ ଦିନର ସାପ ଅଟେ। ବର୍ତ୍ତମାନ ଏହି ସାପ ହେବା କଷ୍ଟକର ଅଟେ। କୋଟିପଦର୍ ସଡ଼କ ସମ୍ପୂର୍ଣ୍ଣ କଭର କରିଥିବା ବେଳ ନଚେତ୍ ଦୃର୍ବୁତ୍ତ ମାନେ ମାରି ପକାଇବେ ବୋଲି ଅଭିଯୋଗ ହେଉଅଛି। ଉଦ୍ଧାର କରି ନିରାପତ୍ତ ସ୍ଥାନ କୁ ନେଇଯିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!