ଖଡିଆଳ ଠାରେ ଓଡିଶା ପଞ୍ଚାୟତ ରାଜ୍, ଜଳ ଯୋଗାଣ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମନ୍ତ୍ରୀଙ୍କୁ ଦବୀପତ୍ର ପ୍ରାଦନ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରତିଶ୍ରୁତି

ନୂଆପଡା ତା:୧୮.୦୭. (ଜିଲ୍ଲା ଖବର) ନୂଆପଡ଼ା ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ଓଡିଶା ପଞ୍ଚାୟତ ରାଜ୍, ଜଳ ଯୋଗାଣ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମନ୍ତ୍ରୀ ରବୀ ନାରାୟଣ ନାଏକ ଖଡିଆଳ ଠାରେ କୃଷକ ଶକ୍ତି ସଙ୍ଗଠନ ଆବାହକ ସଂଜୟ ତିୱାରୀ ଦାବୀ ଉପସ୍ଥାପନା କରିଛନ୍ତି।

ଖଡିଆଳ ବ୍ଲକ୍ ରେ ସ୍ଥାୟୀ ବିଡ଼ିଓ ନିଯୁକ୍ତି, ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ରେ କୃଷି ଉତ୍ପାଦିତ ଦ୍ରବ୍ୟ ଗଚ୍ଛିତ ପାଇଁ ଗୋଦାମ ଗୃହ ଏବଂ କଂକ୍ରିଟ ଖଳା ନିର୍ମାଣ ପାଇଁ ଦାବୀ କରିଥିଲେ। ଏହି ଦାବୀ ଉପରେ ଆଗାମୀ ଦିନରେ ନିଶ୍ଚିତ ରୂପେ କାର୍ଯ୍ୟ କରିବାକୁ କହିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!