ମଉସା କଥା ଏଠି ସାତ ସପନଚଟିଆଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟ ପରିସର କଥା କହିଲେ ନସରେ।

ନୂଆପଡା :୧୬/୭(ଜିଲ୍ଲା ଖବର) ସ୍ବଚ୍ଛତାକୁ ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଲେ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟ ପରିସର କଥା କହିଲେ ନସରେ। ନିର୍ଧୂ ମଉସା କହୁଛନ୍ତି ପରିବେଶ ସଫା ରଖନ୍ତୁ ଏବଂ ସୁସୁ ଜିବନ ଯାପନ କରନ୍ତୁ, ହେଲେ ଏଠି ସବୁକଥା ଓଲଟା । ନିର୍ଧୂ ମଉସା କରୁଛନ୍ତି ଘର ଚାରିପଟେ ସଫା ସୁତୁରା ରଖନ୍ତୁ ଯଥା:- ପାଣି କୁଣ୍ଡ,କୁଲର, ଅଦରକାରି ଟାୟାର, ଫୁଳ ଘମଳା ଭଳି ଅଦରକାରି ଜାଗାରେ ଜଦି ପାଣି ଜମିକି ଅଛି ତାହେଲେ ସେହି ଅସନା ପାଣିକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ, ନହେଲେ ଏହି ଅସନା ପାଣିରୁ ମଶା ଉତ୍ପତ୍ତି ହୋଇ ଡେଙ୍ଗୁ ମ୍ୟାଲେରିଆ ଜ୍ବର ସେହି ଅଞ୍ଚଳରେ ବ୍ୟାପିଥାଏ । ସୂଚନା ଅନୁସାରେ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ସରକାରୀ ଆଶ୍ରମ ବିଦ୍ୟାଳୟ ନିକଟରେ ବହୁ ବର୍ଷ ଧରି ଏକ ଅଦରକାରି ଖାଳ ଟିଏ ରହିଛି, ଏହା ପୋଖରୀର ଭ୍ରମ ସୃଷ୍ଟି କରୁଛି ।ଏହି ଖାଲରେ ବର୍ଷା ଜଳ ସମେତ ବିଦ୍ୟାଳୟର ଅସନା ପାଣି ବର୍ଷ ବର୍ଷ ଧରି ଜମାଟ କୌଣସିପ୍ରକାର ଡ୍ରେନେଜ ର ବ୍ୟବସ୍ଥା ନାହିଁ, ଯାହା ଫଳରେ ଏଠି ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବାର ବେସ ସମ୍ଭାବନା ରହୁଛି । ତା ସାଙ୍ଗକୁ ସେହି ପାଣିଖାଳର କମ ଦୂରତାରେ ରହିଥ‌ିବା ରୋଷେଇ ଘରେ ମାଛିର ପ୍ରଦୁର୍ଭାବ ସାଙ୍ଗ କୁ ଏହି ଅସନା ପାଣିର ଦୁର୍ଗନ୍ଧ ରେ ଛାତ୍ର, ଛାତ୍ରୀ ମାନେ ଠିକ ସେ ରହି ପାରୁନା ପାରୁନାହାନ୍ତି କି ଠିକ ସେ ଖାଇ ପାରୁନାହାଁନ୍ତି। ସଂକଟ ଘେରରେ ଏ ଏହି ଆଶ୍ରମ ବିଦ୍ୟାଳୟରେ ରହୁଥୁବ ଥିବା ଛାତ୍ର,ଛାତ୍ରୀ । । ଏହି ବିଷମ ପରିସ୍ଥିତି ପାଇଁ ଭୟଭିତ ଚିନ୍ତିତ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକ। ଏହି ସମସ୍ୟା କୁ ନେଇ ବିଦ୍ୟାଳୟ ୟ କତୃପକ୍ଷ ସ୍ଥାନିୟ ଗ୍ରାମ ପଞ୍ଚାୟତ ଏବଂ ବ୍ଳକ ପ୍ରଶାସନ ଶାସନ କୁ କୁ ଲିଖୂତ ମାଧ୍ୟମ ରେ ଅବଗତ କରି ସାରିଛନ୍ତି । ହେଲେ କିଛି ସୁଫଲ ମିଲୁନି । ବ୍ଲକ ପ୍ରଶାସନ କହୁଛନ୍ତି ଏମ.ଜି.ଏନ୍.ଆର.ଜି.ଏସ୍. ରେ କାମକରି ଏହି ଅଦରକାରି ଖାଳକୁ ପୋତାଯାଉ ଏଣେ ଗ୍ରାମ ପଞ୍ଚାୟତ ଅଧୂକାରୀ ବାହାରୁ ନାହାଁନ୍ତି, ମେସିନ କାମ ପାଇଁ ସରକାର ଙ୍କ ଅନୁମତି ନାହିଁ ,କରିବୁତ କଣ କରିବୁ । ଏହି 2 ତିବ୍ର ଅସନ୍ତୋ ନ୍ତୋଷ ପ୍ରକାଶ ପାଉଛି ।ଏହି ଉତ୍କଟ ପରିସ୍ଥିତିକୁ ନେଇ ଜନ ଆନ୍ଦୋଳନ ଳନ କରିବା ସ୍ଥାୟି ବ୍ୟବସ୍ଥା ସାଙ୍ଗ କୁ ଏହି ଅଦରକାରି ଖାଳ ପୋତିବାର ସୁବ୍ୟବସ୍ଥା କହୁଛନ୍ତି ମାଟି କାମ ପାଇଁ ଶ୍ରମିକ ପରିସ୍ଥିତି ପାଇଁ ବୁଦ୍ଧିଜୀବି ମହଲରେ ପୂର୍ବ ରୁ ଏହି ଆଶ୍ରମ ର ଅଲିଆ ପାଣିକୁ ନିଷ୍କାସିତ କରବା କରିବା ପାଇଁ ପ୍ରଶାସନ କୁ କଡା ଚେତାବନି ଦେଉଛନ୍ତି ବାସୀ । ଅଞ୍ଚଳ

Leave a Reply

Your email address will not be published. Required fields are marked *

error: Content is protected !!