ନୂଆପଡ଼ା,୧୫/୦୭(ଜିଲ୍ଲା ଖବର):ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ସିଙ୍ଗଝର ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ପରମେଶ୍ବର ବୈଠାରୁ ଙ୍କୁ ବିଦାୟ କାଳୀନ ସମ୍ବଦ୍ଧନା ଦିଆଯାଇଛି। ଏହି ଅବସର ରେ ବିଦାୟ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ସମାରୋହ ରେ ମୁଖ୍ୟ ଅତିଥ୍ ଭାବରେ ବିଦ୍ୟାଳୟ ର ପୁର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ କଶ୍ୟପ ଯୋଗଦ କରିଥିବା ବେଳେ ବିଦ୍ୟାଳୟ ର ପୁର୍ବତନ ସହକାରୀ ଶିକ୍ଷକ ଅଶ୍ବିନୀ ଯୋଷୀ,ଧବଳେଶ୍ବର ମେହେର ସମେତ ବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ, ସେବକ ସେବିକା,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଛାତ୍ର ଛାତ୍ରୀ ଓ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ରହି ଔପଢୋକନହେଉ ପ୍ରଦାନ ପୂର୍ବକ ଶ୍ରୀ ବୈଠାରୁ ଙ୍କ ଆଦର୍ଶ ଓ ଛାତ୍ର ବସୁଲ ଭାବରେ ଅଭିହିତ କରିବା ସହ ତାଙ୍କର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ତାଙ୍କର ଅବସର ନେବାରେ ସମସ୍ତେ ଭାବ ବିହ୍ବଳ ହୋଇ ଅବସର ଜୀବନ ସୁଖମୟ ହେ ବୋଲି ସମସ୍ତେ ମତ ମ ପୋଷଣ କରିଥିଲେ।ବିଦ୍ୟାଳ ଳୟ ର ଆଗାମୀ ଭବି ଭବିଷ୍ୟତ ଉଜ୍ଜଳ କାମନା କରି ଛାତ୍ର ଛାତ୍ରୀ ମାନଙ୍କୁ ଜଣେ ଆଦର୍ଶବାନ ଓ ନ ଓ ଗୁଣାତ୍ମକ ଶିକ୍ଷା କ୍ଷା ପ୍ରଦାନ ଓ ଆହରଣ ରଣ କରି ଭବିଷ୍ୟତ ରେ ବିଦ୍ୟାଳୟ ଳୟ ର ସୁନା ସୁନାମ ଆଣିବା ସହ ସହପାଠି କର୍ମଚାରୀ ମାନଙ୍କ ମେଳାପି ଓ ସହଯୋଗ ଗୁଣ କୁ ଶ୍ରୀ ବୈଠାରୁ ମନେ ପକାଇ ଥୂଲେ। ଆପ
