ଖଡ଼ିଆଳ ତା :-12.7.(ଜିଲ୍ଲା ଖବର) : (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲାରେ ଭୁଶୁଡ଼ି ଚିକିତ୍ସା ସେବା । ରୋଗୀ ସେବା ଦିନକୁ ଦିନ ପଡ଼ୁଛି ଚିକିତ୍ସା ନାଁ ରେ ସରକାର କୋଟିକୋଟି ଟଙ୍କା ଖର୍ଜ କରି ରୋଗୀଙ୍କୁ ଉତ୍ତମ ଉତ୍ତମ ଚିକିତ୍ସା ଯୋଗାଇଦେବାର ପ୍ରୟାସ କରୁଥିବା ବେଳେ ଡାକ୍ତର ଏବଂ ନର୍ସ ସହ କର୍ମଚାରୀଙ୍କ ଖାମଖୁଆଲି ଯୋଗୁଁ ଉତ୍ତମ ଚିକିତ୍ସା ରୂ ବଞ୍ଚିତ ହେଉଛନ୍ତି ରୋଗୀ 1 ଜିଲ୍ଲା ର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ରେ କେବେ ସିକୁରିଟି ଗାର୍ଡ ଚିକିତ୍ସା କରୁଛି ତ କେବେ ପିଅନ ରୋଗୀ ଙ୍କୁ ଇଞ୍ଜେକସନ ଦେଉଥିବା ଖବର ଜିଲ୍ଲା ରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଖାମଖୁଆଲି ସାମ୍ନା କୁ ଆସିଛି ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ । ଶିଶୁ କୁ ଇଞ୍ଜେକସନ ଦେବା ବଦଳ ରେ ମାଁ କୁ ଇଞ୍ଜେକସନ ଦେଲେ ନର୍ସ । ନିରୀହ ମାଁ କିଛି ଜାଣିବା ପୂର୍ବରୁ ଇଞ୍ଜେକସନ ଦିଆ
ସାରିଥିଲା । ଭାଗ୍ୟ ବଶତଃ ବର୍ତ୍ତମାନ ମହିଳ ମହିଳା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିଲେ ହେଁ । ଏପରି ଭୂଲ୍ ରେ ମାଁ ର ଜୀବନ ଯେ ଜାଇନଥାନ୍ତା କାହାକୁ ଜଣା । ସୂଚନା ଅନୁସାରେ ବରଗାଁ ର ଅଞ୍ଜୁ ତାଣ୍ଡି ନିଜ ଦୁଇ ବର୍ଷ ର ଶିଶୁକୁ ଜ୍ଵର ହେବାରୁ ଖଡ଼ିଆଳ ଡାକ୍ତର ଖାନା କୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ଦେଖିବା ପରେ ଗଞ୍ଜେକସନ ଦେବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଦାୟୀତ୍ର ରେ ଥିବା
ନର୍ସ ରଶ୍ମିତା ପଣ୍ଡା ଶିଶୁ କୁ ଇଞ୍ଜେକସନ ଞ୍ଜକସନ ଦେବା ବଦଳ ରେ ମାଁ କୁ ଦେଇ ଦେଇ ଦେଇଥିବା ଅଭିଯୋଗ କରିଛନ୍ତି ମାଁ ଅଂକୁ ତାଣ୍ଡି । ମାଁ ଜଣକ କିଛି ଜାଣିବା ପୂର୍ବରୁ ଇଞ୍ଜେକସନ ଦିଆ ସରି ଯାଇଥିବା ବେଳେ ଏହାକୁ ନେଇ ବଇ ଡାକ୍ତରଖାନା ରେ ହୋ ହାଲୁ ଆରମ୍ଭ ହୋଇଯାଇଥିଲା । ଘଟଣା ଘଟିବା 1 ର ତତକ୍ଷଣାତ୍ ଅଞ୍ଜୁ ଡାକ୍ତର ଙ୍କୁ ଦେଖା କରିଥିବା ରୁ ଅଳ୍ପକେ ମୃତ୍ୟୁ ରୁ ବଞ୍ଚି ଯାଇଛ ଉଛନ୍ତି ଅନ୍ତ୍ର । ଏହି ଘଟଣା କୁ ନେଇ ଡାକ୍ତରଖାନା ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେ ବେଳେ କିଛି ସମୟପାଇଁ ଡାକ୍ତରଖାନା ନା ରେ ଅଶାନ୍ତ ର の 1 ବରଣ ଦେଖା ଯାଇଥିଲା । ପରପକ୍ଷ ରେ ସମ୍ପୃକ୍ତ ନର୍ସ ଘଟଣା କୁ ଅସ୍ୱୀକାର କରିଥିବା ବେଳେ ମାଁ ଙ୍କ ପେଟ ରେ ଇଞ୍ଜେକସନ ଚିହ୍ନ ସମସ୍ତ ଙ୍କୁ ଚଳିତ କରିଛି ଦାୟୀତ୍ବରେ ଥିବା ଇନ ଚାର୍ଜ ଡାକ୍ତରଙ୍କୁ ପଚାରିବାରୁ ଘଟଣାକୁ ହାଲୁକା ର ସହ ନେଇ ତଦନ୍ତ କରି ପଦକ୍ଷେପ ନିଆ ଯିବ ବୋଲି କହିଛନ୍ତି । ଜିଲ୍ଲା ରେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ଡାକ୍ତର ଖାନା କର୍ମଚାରୀଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥୁବା ରୁ ଏପରି ଖାମଖୁଆଲି ସ୍ୱାସ୍ଥ୍ୟସେବା ବଢିବା ରେ ଲାଗିଛି । ଏଥିପ୍ରତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି
